Jump to content

କାରୁଣିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୁଣିକ
ଉଚ୍ଚାରଣ: Kāruṇika

ସଂ. ବିଣ. ପୁଂ (କରୁଣା+ ସଂଜାତ ଅର୍ଥରେ. ଇକ) —

୧: ଦୟାଳୁ —୧. Kind; sympathetic.

୨: ସହୃଦୟ —୨. Magnanimous; liberal-minded; compassionate.