କାରୁଣୀ
ଦେଖଣା
କାରୁଣୀ —
ଉଚ୍ଚାରଣ: Kāruṇī
ଦେ. ବିଣ. (ପ୍ରାଚୀନ ପଦ୍ୟ) (ସଂ. କରୁଣା) —
ରୋଦନ କରିବା — One who cries; bewailing.
ବିଶେଷ କାରୁଣୀ ହୋଇ କରୁଣାସାଗର ତହିଁ ଗତ ବାର୍ତ୍ତା ବିଶୁଁ କ୍ରିୟା ସାରି ଭଞ୍ଜ. ବୈଦେହୀଶବିଳାସ
ଦେ. ବି. (ସଂ. କାରୁଣ୍ୟ) —
ରୋଦନ — lamentation; wail.