Jump to content

କାରୁଣ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୁଣ୍ୟ
ଉଚ୍ଚାରଣ: Kāruṇya

ସଂ. ବି. (କରୁଣା+ ସ୍ବାର୍ଥେ. ୟ) —

୧: ଦୟା —୧. Kindness; mercy.

୨: ସହାନୁଭୂତି —୨. Compassion; pity.

ଗ୍ରା. (ପଦ୍ୟ) ବି. (ସଂ. କାରକ) —

୧: କାରଣ —୧. Cause.

୨: ବିନୟ —୨. Politeness; meekness.

୩: କରୁଣ ସ୍ବରଯୁକ୍ତ ରୋଦନ; ବିଳାପ — ୩. Wail; lamentation.

ଶୁଣି ମାତା ବହୁ କଲ୍ୟାଣ କରନ୍ତି ତେଜିଣ କାରୁଣ୍ୟ ବିଶ୍ବନାଥ. ବିଚିତ୍ରରାମାୟଣ