Jump to content

କାରୁଣ୍ଯଜଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୁଣ୍ୟଜଳ
ଉଚ୍ଚାରଣ: kāruṇyajaḻa

ଗ୍ରା. (ପ୍ରାଚୀନ ପଦ୍ୟ) ବି. (ସଂ. କାରଣ ଜଳ) —

କାରଣଜଳ (ଦେଖ) kāraṇajaḻa (See)

ତଳେ ତା ରୋହିଣୀର କୁଣ୍ଡ କାରୁଣ୍ୟ ଜଳ ଏଥି ରୁଣ୍ଡ ୟଶୋବନ୍ତ. ପ୍ରେମଭକ୍ତିଗୀତା