କାରୁଷ୍ଯ
ଦେଖଣା
କାରୁଷ୍ୟ —
ଉଚ୍ଚାରଣ: Kārushya
ସଂ. ବି. (କରୁଷ+ ପାଳନାର୍ଥେ. ୟ) —
୧: କରୁଷ ଦେଶର ରାଜା; ଦନ୍ତବକ୍ର ରାଜା — ୧. King of Karusha country; a name of Dantabakra.
୨: ନେତ୍ରମଳ; ଲେନ୍ଧେରା — ୨. Rheum of the eye.