Jump to content

କାରେଣବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରେଣବ
ଉଚ୍ଚାରଣ: kāreṇaba

ସଂ. ବିଣ. (କାରେଣୁ+ ସମ୍ବନ୍ଧାର୍ଥେ. ଅ) —

ହସ୍ତିନୀସମ୍ବନ୍ଧୀୟ — Relating to a she-elephant.