Jump to content

କାରୋତ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାରୋତ୍ତର
ଉଚ୍ଚାରଣ: Kārottara

ସଂ. ବି. (କାର=ସୁରାପାଚନପ୍ରକ୍ରିୟା+ ଉତ୍ତର=ଜାତ ବସ୍ତୁ; କାର=କାର୍ଯ୍ୟ+ ଉତ୍ତର=ଅଭୁତ୍ତମ) —

୧: ସୁରାମଣ୍ଡ — ୧. Scum; froth; or foam of wine.

୨: କୂପ —୨. Well.