Jump to content

କାର୍ଚୋବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଚୋବୀ
ଉଚ୍ଚାରଣ: Kārchobī
কারচুপী कारचीबी

ବୈଦେ. (ଫା) ବି —

କସୀଦାକାମ; ଛୁଞ୍ଚି ଦ୍ବାରା ଲୁଗା ଉପରେ ଜରିର ଫୁଲ ବୁ଼ଟା ଆଦି କରିବା କର୍ମ — Needle work on cloth; embroidery work.

ବିଣ —

ଜରିର ଫୁଲ ଆଦି ଛୁଞ୍ଚି କାମ କାରଯାଇଥିବା (ଲୁଗା) — Embroidered (cloth).