Jump to content

କାର୍ଟିଜ କାଗଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଟିଜ କାଗଜ
ଉଚ୍ଚାରଣ: Kārṭija kāgaja
কার্টিজ কাগজ कारतुज कागज

ଦେ. ବି. (ଇଂ. କାଟ୍ରିଜ୍+ ଫା. କାଗଜ) —

ଏକପ୍ରକାର ଶକ୍ତ କାଗଜ — Catridge paper.

[ଦ୍ର—ଏ କାଗଜ ଶୀଘ୍ର ଚିରି ଯାଏ ନାହିଁ; ଏଥି— ଯୋଗୁଁ ସନନ୍ଦ ଆଦି ଦଲିଲ ଏଥିରେ ଲେଖାଯାଏ]