Jump to content

କାର୍ଟୁନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଟୁନ୍
ଉଚ୍ଚାରଣ: Kārṭun
কার্টুন্ कारटुन

ବୈଦେ. ବି. (ଇଂ. କାରଟୁନ୍) —

କୌଣସି ସୂଚନାପୂର୍ଣ୍ଣ ହାସ୍ଯୋଦ୍ଦୀପକ ରହସ୍ୟମୟ ବା ବିଦ୍ରୂପାତ୍ମକ ବେଢ଼ଙ୍ଗିଆ ଚିତ୍ର ୟାହା କୌଣସି ବ୍ୟକ୍ତି ବା ଘଟନାବିଶେଷକୁ ଲକ୍ଷ୍ୟ କରି ଚିତ୍ରିତ ବା ପ୍ରକାଶିତ ହୁଏ —Cartoon.