Jump to content

କାର୍ଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଡ଼
ଉଚ୍ଚାରଣ: kārṟḍ̠
কার্ড कारड़क

ବୈଦେ. ବି (ଇଂ. କାର୍ଡ଼) —

୧: ପୋଷ୍ଟ କାର୍ଡ଼ — ୧. Post card.

୨: ଖେଳିବା ତାସ —୨. Playing card.

୩: ନିମନ୍ତ୍ରଣ ପତ୍ର —୩. Invitation card.

୪: ପ୍ରବେଶାନୁମତି ପତ୍ର —୪. Addmission card.

୫: ଦର୍ଶନୀ କାର୍ଡ଼ —୫. Visiting card.