Jump to content

କାର୍ଣ୍ଣିସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଣ୍ଣିସ୍
ଉଚ୍ଚାରଣ: kārṇṇis

ବୈଦେ. ବି. (ଇଂ) —

କାର୍ନିଶ୍ (ଦେଖ) Kārniṡ (See)

ଘର ଉପର ଭଙ୍ଗା କାର୍ଣ୍ଣିସ୍ ମାନଙ୍କର ଓକିଲମାନେ ଯେପରି ଦର୍ପଣ ଆଲମାରିରେ ଆଇନପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକେଲକୁ ଚାହିଁ ବସିଥାନ୍ତି—ଫକୀରମୋହନ. ଛମାଣଆଠଗୁଣ୍ଠ