Jump to content

କାର୍ତ୍ତବୀର୍ଯ୍ୟାର୍ଜୁନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତବୀର୍ୟ୍ୟାର୍ଜୂନ
ଉଚ୍ଚାରଣ: Kārttabīrj̄yārjuna

ସଂ. ବି. (ନାମ) (କାର୍ତ୍ତୀବୀର୍ୟ୍ୟ+ ଅର୍ଜୂନ; ଏ କୃତବୀର୍ୟ୍ୟଙ୍କ ପୁତ୍ର ଓ ଏହାଙ୍କ ନାମ ଅର୍ଜୁନ) —

ସହସ୍ରାର୍ଜୁନ — A thousand-handed king of Mahesmati and contemporary of Raban.

[ଦ୍ର—ଏ ହୈହୟମାନଙ୍କର ରାଜା କୃତବୀର୍ୟ୍ୟଙ୍କ ପୁତ୍ର ଏହାଙ୍କ ରାଜଧାନୀ ମାହିଷ୍ମତୀ ଥିଲା ଦତ୍ତାତ୍ରୟଙ୍କୁ ସେବାରେ ସନ୍ତୁଷ୍ଟ କରି ତାଙ୍କ- ଠାରୁ ବର ପାଇ ଏହାଙ୍କର ସହସ୍ର ହସ୍ତ ହୋଇଥିଲା ଏହାଙ୍କର ସ୍ବର୍ଣ୍ଣରଥ କାମରତି ଥିଲା ଏ ଦଶ ସହସ୍ର ୟଜ୍ଞ କରି ୮୫: ବର୍ଷ ରାଜତ୍ବ କରିଥିଲେ କ୍ରୀଡ଼ା କରିବା ପାଇଁ ସ୍ବହସ୍ତରେ ଏ ରେବା ନଦୀରେ ବନ୍ଧ ପକାଇ ସ୍ରୋତକୁ କନ୍ଦ କରିଥିଲେ ରାବଣକୁ ଧରି ନେଇ ପଶୁ ପରି ଆପଣା ରାଜଧାନୀରେ ବନ୍ଦି କରି ରଖିଥିଲେ ୟମଦଗ୍ନିଙ୍ କାମଧେନୁକୁ ଏ ବଳପୂର୍ବକ ହରଣ କରିବାକୁ ୟମଦଗ୍ନିଙ୍କ ପୁତ୍ର ପରଶୁରାମ ଏହାଙ୍କୁ ନିହତ କଲେ ଏହାଙ୍କ ନାମ ସ୍ମରଣ କଲେ ହୃତଧନ ପୁନଃ ପ୍ରାପ୍ତ ହୁଏ ବୋଲି ପୁରାଣରେ ଅଛି ଏହାଙ୍କ ରାଜ୍ୟ ଆଧୁନିକକ ବୁନ୍ଦେଲଖଣ୍ଡ]