Jump to content

କାର୍ତ୍ତସ୍ବର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତସ୍ବର
ଉଚ୍ଚାରଣ: kārttaswara

ସଂ. ବି—(କୃତସ୍ବର=ଖଣ୍ଡିବିଶେଷ+ ଜାତାର୍ଥେ. ଅ) —

୧: ସ୍ବର୍ଣ୍ଣ —୧. Gold.

୨: ଧୂସ୍ତର; ଧୂତୁରା —୨. A kind of plant.