Jump to content

କାର୍ତ୍ତାନ୍ତିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତାନ୍ତିକ
ଉଚ୍ଚାରଣ: Kārttāntika

ସଂ. ବି.—(କୃତାନ୍ତ+ ଜ୍ଞାନାର୍ଥେ. ଇକ) —

ଦୌବଜ୍ଞ ଜ୍ଯୋତିର୍ବିଦ୍; ଜ୍ଯୋତିଷଶାସ୍ତ୍ରଜ୍ଞ — Astrologer; fortune teller.