Jump to content

କାର୍ତ୍ତିକଛାଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତିକଛାୟା
ଉଚ୍ଚାରଣ: kārttikachhāyā

ଦେ. ବି. (ସଂ. କାର୍ତ୍ତିକ+ ଛାୟା; ସଂସ୍କୃତ ପଦ ହୋଇ ଥିଲେ ସନ୍ଧିଦ୍ବାରା ଛ ସ୍ଥାନରେ ଚ୍ଛ ହୋଇ ଥାଆନ୍ତା) —

କାର୍ତ୍ତିକ ମାସରେ ମେଘ ଘୋଡ଼ାଘୋଡ଼ି କରିବା ପାଗ (ଏଥିରେ ପ୍ରାୟ ବର୍ଷା ହୁଏ ନାହିଁ; କିନ୍ତୁ ୧୯୩୧: ସାଲର କାର୍ତ୍ତିକ ମାସରେ ବର୍ଷା ହୋଇଥିଲା) — Cloudy weather in the month of Kārttia (generally not accompanied by rain).