କାର୍ତ୍ତିକଦୀପ
ଦେଖଣା
କାର୍ତ୍ତିକଦୀପ —
ଉଚ୍ଚାରଣ: Kārttikadīpa
ସଂ. ବି. (କାର୍ତ୍ତିକ+ ଦୀପ) —
ଆକାଶଦୀପ — A light or lamp suspended on a high pole every evening in the month of Kārttikka.
[ଦ୍ର—କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଗୋଟିଏ ଶିକାରେ ଛିଦ୍ରଯୁକ୍ତ ହାଣ୍ଡି ମଧ୍ୟରେ ଦୀପ ଗୋଟିଏ ଜାଳି ସେ ଶିକାକୁ ଶଗଡ଼ି- ଦ୍ବାରା ଗୋଟିଏ ଉଚ୍ଚ ବାଉଁଶର ଅଗକୁ ଟଣାଯାଇ ବାନ୍ଧି ଦିଆଯାଏ ହବିଷ୍ୟାଶିମାନେ ଦାମୋଦରବ୍ରତର ସଙ୍କଳ୍ପରେ ଏହି ଦୀପଦାନ ସଂଙ୍କଳ ମଧ୍ୟ କରନ୍ତି]