Jump to content

କାର୍ତ୍ତିକନିଗିଡ଼ା ଜର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତିକନିଗିଡ଼ା ଜର
ଉଚ୍ଚାରଣ: Kārttikkanigiṟḍ̠ā jara

ଦେ. ବି —

କାର୍ତ୍ତିକ ମାସରେ ଦେଶରେ ବ୍ୟାପିବା ମ୍ୟାଲେରିଆ ଜର —Malerial fever spreading or appreaing in the monthe of Kārttika.

[ଦ୍ର—୨: ବର୍ଷ ପୂର୍ବେ ଓଡ଼ିଶାରେ ମାଲେରିଆ ଜର ସର୍ବକାଳ ବ୍ୟାପୀ ହୋଇ ନ ଥିଲା ଓ ସାଧାରଣତଃ କାର୍ତ୍ତିକ ମାସରେ ଓଡ଼ିଶାରେ ବିଶେଷତଃ ମୋଗଲବନ୍ଦିର ତଳମାଳ (ନିମ୍ନ ଅଞ୍ଚଳ)ର ଲୋକେ କେତେକାଳ ଜର ଭୋଗୁଥିଲେ ଓ ଏହାକୁ କାର୍ତ୍ତିକନିଗିଡ଼ା ଜର ବୋଲାୟାଉଥିଲା]