କାର୍ତ୍ତିକପୁଞ୍ଜ
ଦେଖଣା
କାର୍ତ୍ତିକପୁଞ୍ଜ —
ଉଚ୍ଚାରଣ: kārttikapun̄ja
ଦେ. ବି—(ସଂ. କୃତ୍ତିକା ଓ ପୁଞ୍ଜ)
କୃତ୍ତିକା ନକ୍ଷତ୍ରପୁଞ୍ଜ — The constellation of the Pleiades.
ତୁ ଦେଖାଇଲୁ କାର୍ତ୍ତିକ ପୁଞ୍ଜା ମୁଁ ଦେଖେଇଲି ଲାଉ; ମୋ ଘରେ ଯେଉଁ ଚୋର ପଶିଛି ସେ ମୋହରି ଆଗରେ ୟାଉ ଢ଼ଗ