କାର୍ତ୍ତିକବ୍ରତ
ଦେଖଣା
କାର୍ତ୍ତିକବ୍ରତ —
ଉଚ୍ଚାରଣ: kārttikkabratta
ସଂ. ବି. (ମଧ୍ୟପଦଲୋପୀ; କାର୍ତ୍ତିକ ମାସରେ କର୍ତ୍ତବ୍ୟ ବ୍ରତ) —
ବିଧବା ଓ ଧର୍ମପ୍ରାଣ ହିନ୍ଦୁମାନଙ୍କର କର୍ତ୍ତବ୍ୟ କାର୍ତ୍ତିକ ମାସର ଆଚାର (ହବିଷ୍ୟ, ପ୍ରାତଃସ୍ନାନ; ରାଧାଦାମୋଦର ପୂଜା ଓ ଜପ ଦୀପଦାନ ପ୍ରଭୃତି) — Observance of the religious vow to be followed in the moth of Kārttikka by windows and pious Hindus (one meal a day, early bath, worshipping Bishṇu, offering lights).