କାର୍ତ୍ତିକମାହାତ୍ମ୍ଯ
ଦେଖଣା
କାର୍ତ୍ତିକମାହାତ୍ମ୍ୟ —
ଉଚ୍ଚାରଣ: kārttikamāhātmya
ସଂ. ବି. (୬: ଷଷ୍ଠୀ ତତ୍; କାର୍ତ୍ତିକ+ ମାହାତ୍ମ୍ୟ) —
କାର୍ତ୍ତିକବ୍ରତ ପାଳନର ଫଳ ବର୍ଣ୍ଣିତ ହୋଇଥିବା ଗ୍ରନ୍ଥବିଶେଷ —
A book of ୩୦ chapters dealing with the observance of the vows in Kārttika.