Jump to content

କାର୍ତ୍ତିକହବିଷ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ତ୍ତିକହବିଷ୍ୟ
ଉଚ୍ଚାରଣ: kārttikahabishya

ସଂ. ବି —

ବିଧବା ଓ ନୈଷ୍ଠିକ ହିନ୍ଦୁମାନଙ୍କର କାର୍ତ୍ତିକ ମାସରେ କରିବା ଏକାଶନ ବ୍ରତ — The taking of one meal a day observed specially by Hindu widows in the month of Kārttika.

[ଦ୍ର—ଅରୁଆ ଚାଉଳ, କଞ୍ଚା ମୁଗ, ନଡ଼ିଆ, କଦଳୀ, ସାରୁ, ଓଉ, ଅଦା, କମଳା, ବେତକନ୍ଦା, ଅଗସ୍ତିଶାଗ ହବିଷ୍ୟାଶୀମାନେ ଏ ମାସରେ ଖାଆନ୍ତି ତିଅଣରେ ହଳଦି, ତେଲ, ଲଙ୍କାମରିଚ ଓ ମସଲା ଇତ୍ୟାଦି ପଡ଼େ ନାହିଁ କିମ୍ବା ତିଅଣ ବଘରା ଯାଏ ନାହିଁ ଖଟା ପାଇଁ କମଳା, ରାଗ ପାଇଁ ଅଦା, ପିତା ପାଇଁ ବେତକନ୍ଦା, ମିଠା ପାଇଁ କନ୍ଦ ବ୍ୟବହାର କରାଯାଏ]