କାର୍ତ୍ତିକିକ
ଦେଖଣା
କାର୍ତ୍ତିକିକ —
ଉଚ୍ଚାରଣ: Kārttikika
ସଂ. ବି. (କାର୍ତ୍ତିକ+ ସ୍ବାର୍ଥେ. ଇକ) —
କାର୍ତ୍ତିକମାସ — Month of Kārttikka.
ସଂ. ବିଣ. (+ ସମ୍ବନ୍ଧେ. ଇକ) —
୧: କାର୍ତ୍ତିକମାସସମ୍ବନ୍ଧୀୟ — ୧. Relating to the month of kārttikka.
୨: କାର୍ତ୍ତିକମାସରେ କର୍ତ୍ତବ୍ୟ (ବ୍ରତାଦି) — ୨. To be done or followed or observed during the month of Kārttika.
୩: କାର୍ତ୍ତିକ ମାସରେ ଜାତ — ୩. Born in Kārttika.