Jump to content

କାର୍ଦ୍ଦମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଦ୍ଦମ
ଉଚ୍ଚାରଣ: Kārddama
(କାର୍ଦ୍ଦମୀ—ସ୍ତ୍ରୀ)

ସଂ. ବିଣ. ପୁଂ (କର୍ଦ୍ଦମ+ ସମ୍ବନ୍ଧାର୍ଥେ. ଅ) —

୧: କର୍ଦ୍ଦମମୟ; କାଦୁଆ —୧. Muddy; clayey.

୨: କାଦୁଅରେ ଲିପ୍ତ; କାଦୁଅ ସରସର — ୨. Soiled with mud; besmeared with mud.