Jump to content

କାର୍ନିଶ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ନିଶ୍
ଉଚ୍ଚାରଣ: Kārniṡ
কার্নিশ कारनिस

ବୈଦେ. ବି. (ଇଂ. କରନିସ୍) —

୧: କୋଠା ଛାତ ନିମ୍ନସ୍ଥ ଓ କାନ୍ଥ ଉପରର ଶିଳ୍ପ କାର୍ୟ୍ୟବିଶିଷ୍ଟ ଅଂଶ — ୧. Cornice.

୨: କାନ୍ଥ ଓ ଖୁଣ୍ଟମାନଙ୍କର ଯେଉଁ ଅଂଶମାନ ବାହରକୁ ବାହାରି ଯାଏ —୨. Portiom of walls and pillars which project from the ordinary level.