କାର୍ପଟ
ଦେଖଣା
କାର୍ପଟ —
ଉଚ୍ଚାରଣ: Kārpaṭa
ସଂ. ବି. (କର୍ପଟ+ ଅ) —
୧: ଜତୁ; ଜଉ — ୧. Shell-lac.
(କାର୍ପଟୀ—ସ୍ତ୍ରୀ)
୨: ବସ୍ତ୍ରଖଣ୍ଡ; ଜୀର୍ଣ୍ଣବସ୍ତ୍ର —୨. Rag.
୩: ପୁଂ—ଦରଖାସ୍ତକାରୀ ବା ପ୍ରାର୍ଥୀ ବ୍ୟକ୍ତି — ୩. Suitor; petitioner.
୪: କାର୍ୟ୍ୟାର୍ଥୀ ବ୍ୟକ୍ତି; ଉମେଦ୍କାର — ୪. Apprentice; candidate for a situation.
ସଂ. ବିଣ. ପୁଂ —
ପ୍ରାର୍ଥୀ —Soliciting; praying.