କାର୍ପଟିକ
ଦେଖଣା
କାର୍ପଟିକ —
ଉଚ୍ଚାରଣ: Kārpaṭika
(କାର୍ପଟକା—ସ୍ତ୍ରୀ)
ସଂ. ବି. ପୁଂ (କର୍ପଟ=ଚିରାକନା+ ବିଚରଣାର୍ଥେ. ଇକ) —
୧: ଯେଉଁ ବ୍ୟକ୍ତି ତୀର୍ଥରୁ ଜଳ ବୋହି ନେଇ ଅନ୍ୟ ସ୍ଥାନରେ ତାହା ବିକ୍ରୟ କରି ପୋଷି ହୁଏ — ୧. A person who maintains himself by carrying and selling water from holy rivers.
୨: ୟାତ୍ରୀ; ତୀର୍ଥସେବୀ ବ୍ୟ୍ୟକ୍ତି —୨. A pilgrim.
୩: ମର୍ମଜ୍ଞ ବା ଅନୁଭବୀ ବ୍ୟକ୍ତି — ୩. An experienced man.
୪: ତୀର୍ଥୟାତ୍ରୀଙ୍କ ଦଳ — ୪. A caravan of pilgrims.
୫: ପରାନ୍ନଭୋଜୀ ବ୍ୟକ୍ତି —୫. A parasite; a person who lives on the earning of another person.