କାର୍ପାସ
ଦେଖଣା
କାର୍ପାସ —
ଉଚ୍ଚାରଣ: Kārpāsa
ସଂ. ବି. (କୃ ଧାତୁ=କରିବା+ସଂଜ୍ଞାର୍ଥେ. ପାସ) —
୧: କପା ଗଛ —୧. Cotton tree.
୨: କପା; ତୁଳା —୨. Cotton.
ସଂ. ବିଣ. (କର୍ପାସ+ ଅ) —
କପାନିର୍ମିତ — Prepared from cotton.
କାର୍ପାସ —
ଉଚ୍ଚାରଣ: Kārpāsa
ସଂ. ବି. (କୃ ଧାତୁ=କରିବା+ସଂଜ୍ଞାର୍ଥେ. ପାସ) —
୧: କପା ଗଛ —୧. Cotton tree.
୨: କପା; ତୁଳା —୨. Cotton.
ସଂ. ବିଣ. (କର୍ପାସ+ ଅ) —
କପାନିର୍ମିତ — Prepared from cotton.