Jump to content

କାର୍ମ୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ମ୍ମ
ଉଚ୍ଚାରଣ: kārmma
(କାର୍ମ୍ମା—ସ୍ତ୍ରୀ)

ସଂ. ବିଣ. (କର୍ମନ୍+ ଶୀଳାର୍ଥେ. ଅ) —

୧: କର୍ମଶୀଳ; କମ୍ମୀ; ପରିଶ୍ରମୀ —୧. Laborious; dilligent.

୨: କାମିକା —୨. Serviceable.