Jump to content

କାର୍ମ୍ମଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ମ୍ମଣ
ଉଚ୍ଚାରଣ: Kāmmaṇa

ସଂ. ବି. (କର୍ମଣ+ହିତାର୍ଥେ. ଅ) —

୧: ମନ୍ତ୍ରତନ୍ତ୍ରାଦିଦ୍ବାରା ବଶୀକରଣାଦି; ଗାରଡ଼ି ବିଦ୍ୟା —୨. Black art; sorcery; magic.

୨: ମୂଳକର୍ମ —୨. Primary action.

୩: ମନ୍ତ୍ରତନ୍ତ୍ର ପ୍ରଯୋଗ — ୩. The application of esoteric incantation.

ବିଣ. ପୁଂ —

କାର୍ୟ୍ୟଦକ୍ଷ; କର୍ମଠ —Expert.