ଶବ୍ଦାର୍ଥ:
କାର୍ମ୍ମାର — ଉଚ୍ଚାରଣ: Kārmmāra কামার लोहार
ସଂ. ବି. (କର୍ମାର+ସ୍ବାର୍ଥେ . ଅ) —
କର୍ମକାର; କମାର — Blacksmith.