Jump to content

କାର୍ମ୍ମିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ମ୍ମିକ
ଉଚ୍ଚାରଣ: Kārmmika

ସଂ. ବି. (କର୍ମ+ସମ୍ବନ୍ଧାର୍ଥେ . ଇକ) —

ବସ୍ତ୍ରାଦି ଉପରେ ସୂଚି ଓ ସୂତାଦ୍ବାରା ବୁଣାଯିବା ଫୁଲ କାମ; କାର୍ଚୋପି —Embroidery.

ସଂ. ବିଣ. —

ନିର୍ମିତ —Prepared; made.