କାର୍ମ୍ମୁକ
ଦେଖଣା
କାର୍ମ୍ମୁକ —
ଉଚ୍ଚାରଣ: Kārmmuka
ସଂ. ବି. (କର୍ମନ୍+ଉକ) —
୧: ଧନୁ —୧. Bow.
୨: ବାଉଁଶ —୨. Bamboo.
୩: ଘୋଡ଼ା ନିମ୍ବ ଗଛ; ମହାନିମ୍ବ; ମାହାଳଗଛ — ୩. The Persian Lilac; Margosa Melia Azedarachats.
୪: ହିଞ୍ଜଳ ଗଛ — ୪. Barringtonia; Acutamgolia (tree)
୫: ଶ୍ବେତ ଖଦିର — ୫. Pale catechu; Uncaria Gambiar.
୬: ଧନୁ ରାଶି —୬. The solar mansion of Saggitarius or the Archer.
ବିଣ. ପୁଂ —
କର୍ମଦକ୍ଷ; କର୍ମଠ —Expert.