Jump to content

କାର୍ଯ୍ୟକର୍ତ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟକର୍ତ୍ତା
ଉଚ୍ଚାରଣ: Kārj̄yakarttā
(କାର୍ଯ୍ୟକତ୍ତ୍ରୀ—ସ୍ତ୍ରୀ)

ସଂ. ବି. ପୁଂ (କାର୍ଯ୍ୟ+କର୍ତ୍ତା) —

୧: କର୍ମର ସାଧକ ବ୍ୟକ୍ତି; କାର୍ଯ୍ୟ କଲାବାଲା — ୧. Doer; accomplisher; performer.

୨: କାର୍ଯ୍ୟର ଭାରପ୍ରାପ୍ତି ବ୍ୟକ୍ତି —୨. Agent.

୩: କୌଣସି କାର୍ଯ୍ୟ ନିମିତ୍ତ ଦାୟୀ ବ୍ୟକ୍ତି — ୩. A person responsible for some work.