Jump to content

କାର୍ଯ୍ୟକ୍ରମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟକ୍ରମ
ଉଚ୍ଚାରଣ: Kārj̄yakrama

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+କ୍ରମ) —

ପୂର୍ବରୁ ନିରୂପିତ କରାଯାଇଥିବା କାର୍ଯ୍ୟର ଧାରା— ବାହିକ ଅଂଶ ବା ଅଙ୍ଗ; କାର୍ଯ୍ୟର ଅଙ୍ଗପ୍ରତ୍ୟଙ୍ଗ — Programme or routine of a work.