Jump to content

କାର୍ଯ୍ୟପଟୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟପଟୁ
ଉଚ୍ଚାରଣ: Kārj̄yapaṭu

(କାର୍ଯ୍ୟପଟୁତା—ବି)

ସଂ. ବିଣ. (୭: ମୀ ତତ୍; କାର୍ଯ୍ୟ+ପଟୁ) —

୧: କାର୍ଯ୍ୟରେ ନିପୁଣ —୧. Expert.

୨: କାର୍ଯ୍ୟରେ ବିଚକ୍ଷଣ —୨. Smart.

୩: ପାରଙ୍ଗମ —୩. Competent.