କାର୍ଯ୍ୟଲାଭ
ଦେଖଣା
କାର୍ଯ୍ୟଲାଭ —
ଉଚ୍ଚାରଣ: Kārj̄yalābha
ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ଲାଭ) —
୧: ଉଦ୍ଦିଷ୍ଟ କାର୍ଯ୍ୟସିଦ୍ଧି — ୧. Fruition; attainment of the desired end.
୨: କାର୍ଯ୍ୟରେ ନିଯୁକ୍ତ; ମୁକରରି — ୨. Employment in service; appointment.