Jump to content

କାର୍ଯ୍ୟଶେଷ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟଶେଷ
ଉଚ୍ଚାରଣ: Kārj̄yaṡesha

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ଶେଷ) —

୧: କର୍ମର ସମାପ୍ତି — ୧. Completion of a work.

୨: ଆରବ୍ଧ କର୍ମର ସମାଧାନ — ୨. Accomplishment of work which has been begun.