କାର୍ଯ୍ୟ କରିବା
ଦେଖଣା
କାର୍ଯ୍ୟ କରିବା —
ଉଚ୍ଚାରଣ: Kārj̄ya karibā
কামকরা
कामकरना
ଦେ. କ୍ରି —
୧: କୌଣସି କାମ କରିବା — ୧. To perform an act.
୨: ପରିଶ୍ରମ କରିବା —୨. To labour; to work.
୩: ଚାକିରି କରିବା —୩. To serve.
୪: ଉପକାର କରିବା — ୪. To render service or benefit.