Jump to content

କାର୍ଯ୍ୟ ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଯ୍ୟ ଦେବା
ଉଚ୍ଚାରଣ: Kārj̄ya debā
কাঁযদওয়া कामदेना

ଦେ. କ୍ରି. —

୧: ଅନ୍ୟଠାରେ କାର୍ଯ୍ୟର ଭାର ଦେବା — ୧. To allot a work.

୨: କାର୍ଯ୍ୟରେ ନିଯୁକ୍ତ କରିବା — ୨. To appoint or employ in any work.

୩: ବେକାର ବା ନିକମ୍ମା ବ୍ୟକ୍ତକୁ କାମରେ ଲଗାଇବା — ୩. To give employment to an unemployed person.