କାର୍ଯ୍ୟ ନେବା
ଦେଖଣା
କାର୍ଯ୍ୟ ନେବା —
ଉଚ୍ଚାରଣ: Kārj̄ya nebā
কাযলওয়া
कामलेना
ଦେ. କ୍ରି. —
୧: ଅନ୍ୟଠାରୁ କାର୍ଯ୍ୟ ବୁଝି ନେବା — ୧. To exact work from others; to accept the alloted work from a person.
୨: ତନଖି କରି ଅନ୍ୟ ବ୍ୟକ୍ତିକୁ ଠିକ୍ରୂପେ କାମ କରାଇବା — ୨. To cause a person to render some work properly undre one's supervision.