Jump to content

କାର୍ଷାପଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାର୍ଷାପଣ
ଉଚ୍ଚାରଣ: Kārshāpaṇa

ସଂ. ବି—(କର୍ଷ=ଏକତୋଳା+ଆପଣ=ବ୍ୟବହାର) —

୧୨୮: କଡ଼ା; ୧୬: ପଣ ବା ଏକ କାହାଣ (କଉଡ଼ି) —Value of ୧ kāhāṇa or ୧୬ paṇs or ୧୨୮୦ cowries of shell-money.