Jump to content

କାର୍ଯ୍ୟକ୍ଷମ

ଉଇକିଅଭିଧାନ‌ରୁ
(କାର୍ୟ୍ଯକ୍ଷମରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟକ୍ଷମ
ଉଚ୍ଚାରଣ: Kārj̄yakshama
(କାର୍ଯ୍ୟକ୍ଷମା—ସ୍ତ୍ରୀ)

(କାର୍ଯ୍ୟକ୍ଷମତା—ବି)

ସଂ. ବିଣ. ପୁଂ. (୬: ଷ୍ଠୀ ତତ୍; କାର୍ଯ୍ୟ+କ୍ଷମ) —

୧: କାମ କରିବାକୁ ପାରଙ୍ଗମ — ୧. Able to conduct a business; skilful.

୨: କାର୍ଯ୍ୟ କରିବାକୁ ଯୋଗ୍ୟ ବା ସମର୍ଥ — ୨. Competent; fit for work.