କାର୍ଯ୍ୟକ୍ଷେତ୍ର
ଦେଖଣା
(କାର୍ୟ୍ଯକ୍ଷେତ୍ରରୁ ଲେଉଟି ଆସିଛି)
କାର୍ଯ୍ୟକ୍ଷେତ୍ର —
ଉଚ୍ଚାରଣ: Kārj̄yakshetra
ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+କ୍ଷେତ୍ର) —
୧: କାର୍ଯ୍ୟ କରିବାର ସ୍ଥାନ — ୧. Field of work; place of work.
୨: (ଲକ୍ଷଣାର୍ଥେ) କାର୍ଯ୍ୟ କରିବାର ଉପଯୁକ୍ତ ଅବସର ବା ସୁଯୋଗ —୨. (figurative) Fit opportunity for action.