Jump to content

କାର୍ଯ୍ୟଗ୍ରାହୀ

ଉଇକିଅଭିଧାନ‌ରୁ
(କାର୍ୟ୍ଯଗ୍ରାହୀରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟଗ୍ରାହୀ
ଉଚ୍ଚାରଣ: Kārj̄yagrāhī
(କାର୍ଯ୍ୟଗ୍ରାହିଣୀ—ସ୍ତ୍ରୀ)

୧: ଅନ୍ୟଠାରୁ କାର୍ଯ୍ୟ୍ୟ କରାଇ ନେବା ବ୍ୟକ୍ତି — ୧. One who obtains work from others; one who has a work done by others.

୨: କାର୍ଯ୍ୟ ନିମନ୍ତେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତି —୨. One who depends upon others for completion of work.

୩: କୌଣସି କାର୍ଯ୍ୟ ନିମନ୍ତେ ବହୁ ଲୋକଙ୍କ ସାହାଯ୍ୟ ଲୋଡ଼ୁଥିବା ବ୍ୟକ୍ତି — ୩. One who requires the services of many for the completion of a work.

୪: କୌଣସି ବହୁଲୋକସାଧ୍ୟ କାର୍ଯ୍ୟର ଦାୟିତ୍ବରେ ଜଡ଼ିତ ବ୍ୟକ୍ତି — ୪. One who is responsible for a work requiring many persons to perform it.

୫: ଯେଉଁ ବ୍ୟକ୍ତିର ବା ପରିବାରର କୌଣସି ନିମିତ୍ତ ବା ଉତ୍ସବ ହେଉ ଥାଏ — ୫. Head of the family where a social function is performed.

୬: କୌଣସି କାର୍ଯ୍ୟ ତନଖିବା ଭାର ଯେଉଁ ବ୍ୟକ୍ତି ଉପରେ ଥାଏ —୬. Supervisor; superintendent; agent.

ନୃପତିର କାର୍ଯ୍ୟଗ୍ରାହୀ ଭୃଗୁ ମୁନିଶିଷ୍ୟ ବିଷ୍ଣକେଶରୀ. ପୁରାଣ