କାର୍ଯ୍ୟଚ୍ଯୁତ
ଦେଖଣା
(କାର୍ୟ୍ଯଚ୍ଯୁତରୁ ଲେଉଟି ଆସିଛି)
କାର୍ୟ୍ୟଚ୍ଯୁତ —
ଉଚ୍ଚାରଣ: Kārj̄yachyuta
(କାର୍ୟ୍ୟଚ୍ଯୁତା—ସ୍ତ୍ରୀ)
(କାର୍ୟ୍ୟଚ୍ଯୁତି—ବି)
ସଂ. ବିଣ. ପୁଂ. (୭: ମୀ ତତ୍) —
୧: କୌଣସି କର୍ମ ବା ଚାକିରିରୁ ଅନ୍ତରିତବା ବରଖାସ୍ତ ହୋଇ— ଥିବା —୧. Removed or dismissed from service.
୨: ବେକାର; ନିକମ୍ମା —୨. Unemployed.