କାର୍ଯ୍ୟଚ୍ଯୁତି
ଦେଖଣା
(କାର୍ୟ୍ଯଚ୍ଯୁତିରୁ ଲେଉଟି ଆସିଛି)
କାର୍ଯ୍ୟଚ୍ଯୁତି —
ଉଚ୍ଚାରଣ: Kārj̄yachyuti
ସଂ. ବି. (୭: ମୀ ତତ୍; କାର୍ଯ୍ୟ+ଚ୍ଯୁତି=ସ୍ପଳନ) —
୧: କର୍ମରୁ ବରଖାସ୍ତ ହେବା — ୧. Dismissal or removal from service.
୨: ବେକାର ଅବସ୍ଥା —୨. Non-employment.
କାର୍ଯ୍ୟଚ୍ଯୁତି —
ଉଚ୍ଚାରଣ: Kārj̄yachyuti
ସଂ. ବି. (୭: ମୀ ତତ୍; କାର୍ଯ୍ୟ+ଚ୍ଯୁତି=ସ୍ପଳନ) —
୧: କର୍ମରୁ ବରଖାସ୍ତ ହେବା — ୧. Dismissal or removal from service.
୨: ବେକାର ଅବସ୍ଥା —୨. Non-employment.