Jump to content

କାର୍ଯ୍ୟନାଶ

ଉଇକିଅଭିଧାନ‌ରୁ
(କାର୍ୟ୍ଯନାଶରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟନାଶ
ଉଚ୍ଚାରଣ: Kārj̄yanāṡa

ସଂ. ବି. (୬: ଷ୍ଠୀ ତତ୍; କାର୍ଯ୍ୟ+ନାଶ) —

୧: କାର୍ଯ୍ୟରେ ନିଷ୍ଫଳତା — ୧. Want of success; fruitlessness.

୨: କାର୍ଯ୍ୟଚ୍ଯୁତି (ଦେଖ) ୨. Kārj̄yachyuti (See)