Jump to content

କାର୍ଯ୍ୟନାଶକ

ଉଇକିଅଭିଧାନ‌ରୁ
(କାର୍ୟ୍ଯନାଶକରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟନାଶକ
ଉଚ୍ଚାରଣ: Kārj̄yanāṡaka

ସଂ. ବିଣ. (୬: ଷ୍ଠୀ ତତ୍; କାର୍ଯ୍ୟ+ନାଶକ) —

୧: କୌଣସି କାର୍ଯ୍ୟର ଧ୍ଵଂସ ବା ନାଶ କରିବା (ବ୍ୟକ୍ତି) —୧. Destroyer of a work.

୨: କାର୍ଯ୍ୟରେ ବିଘ୍ନ ଘଟାଇବା (ବ୍ୟକ୍ତି); କାର୍ଯ୍ୟରେ ବାଧା ଦେବା ବା ହସ୍ତକ୍ଷେପ କରିବା (ବ୍ୟକ୍ତି) — ୨. One who puts obstacles against or impedes or interferes with a work; interfering.

୩: ଯେ କାର୍ଯ୍ୟକୁ ନଷ୍ଟ କରେ — ୩. One who spoils a work.