Jump to content

କାର୍ଯ୍ୟବଶ

ଉଇକିଅଭିଧାନ‌ରୁ
(କାର୍ୟ୍ଯବଶରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କାର୍ଯ୍ୟବଶ
ଉଚ୍ଚାରଣ: Kārj̄yabaṡa

ସଂ. ବିଣ. (୬: ଷ୍ଠୀ ତତ୍; କାର୍ଯ୍ୟ+ବଶ) —

୧: କୌଣସି କର୍ମରେ ନିଯୁକ୍ତ — ୧. Engaged in a work.

୨: ୟାହାର କୌଣସି କାର୍ଯ୍ୟ କରିବାକୁ ପଡ଼ିଥାଏ — ୨. Having a business to attend to.

୩: (୩: ୟା ତତ୍)—କାର୍ଯ୍ୟ ଯୋଗୁଁ ପରାଧୀନ ବା ବାଧ୍ୟ — ୩. Obliged to a person for some work done by him.

ସଂ. ବି. —

କର୍ମାନୁରୋଧ —Exigencies of business.